Download Now Banner

This browser does not support the video element.

କେସିଙ୍ଗା: କେସିଙ୍ଗା ବ୍ଲକ ଅଞ୍ଚଳରେ ପାଲା,ଘୁମୁରା, ଓ ନାଚଗୀତ ଅଭିନୟ ଦ୍ୱାରା ମଦ ବିଷାକ୍ତ ମାଦକ ଦ୍ରବ୍ୟ ଠାରୁ ଦୂରେଇ ରହିବାକୁ ସଚେତନ କଲା ଅବକାରୀ ବିଭା

Kesinga, Kalahandi | Jun 25, 2025
ଜିଲ୍ଲା ଅବକାରୀ ଓ କେସିଙ୍ଗା ପଞ୍ଚାୟତ ସମିତି ମିଳିତ ଉଦ୍ୟମରେ ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ବିଡ଼ିଓ ଜନ୍ମେଜୟ ସ୍ୱାଇଁ ଙ୍କ ନେତୃତ୍ୱରେ ଏକ ନିଶା ଦ୍ରବ୍ୟ ତଥା ଅପମିଶ୍ରିତ ବିଷାକ୍ତ ଦ୍ରବ୍ୟ ବିରୋଧ ରେ ପ୍ରଶାସନ ପକ୍ଷରୁ ଗତ ୨୦ ତାରିଖରେ ଏକ ବ୍ଲକ ସ୍ତରୀୟ ସଚେତନତା ଅଭିଯାନ ଶୁଭାରମ୍ଭ କରାଯାଇଥିଲା l ଏହା ବ୍ଲକର ୨୬ ଗୋଟି ପଞ୍ଚାୟତ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ କରାଯାଇଥିଲା l ଏହା ୨୦ ତାରିଖରୁ ଆରମ୍ଭ ହୋଇ ୨୫ ତାରିଖ ପର୍ଯ୍ୟନ୍ତ ୬ ଦିନ ବ୍ୟାପି ହେବାକୁଥିବା ବେଳେ ଆଜି ଅପରାହ୍ନ ୨ ଟା ବେଳେ ବୋରିଆ ଏବଂ ତୁର୍ଳାଖମନ ପଞ୍ଚାୟତ ମଧ୍ୟରେବି ଏହି ସଚେତନତା କାର୍ଯ୍ୟକ୍ରମ ହୋଇଯା
Read More News
T & CPrivacy PolicyContact Us