Download Now Banner

This browser does not support the video element.

ଧର୍ମଗଡ: ଧର୍ମଗଡ଼ରେ ଜଗନ୍ନାଥ ସେବା ସମିତି ପକ୍ଷରୁ ନିଃଶୁଳ୍କ ଆକ୍ୟୁ ପ୍ରେସର୍ ଥେରାପି ଚିକିତ୍ସା ଶିବିର ଉଦଘାଟିତ, ଯୋଗଦେଲେ ସ୍ଥାନୀୟ ବିଧାୟକ

Dharamgarh, Kalahandi | Sep 8, 2025
ଧର୍ମଗଡ ଜଗନ୍ନାଥ ସେବା ସମିତି ର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସୋମବାର ସକାଳ ୧୦ ଟା ରେ ଶ୍ରୀକୃଷ୍ଣ ଭବନ ଠାରେ ନିଃଶୁଳ୍କ ଆକ୍ୟୁ ପ୍ରେସର୍ ଥେରାପି ଚିକିତ୍ସା ଶିବିର ର ଶୁଭାରମ୍ଭ ହୋଇଛି।ମାନ୍ୟବର ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଶିବିରର ଉଦଘାଟନ କରିଥିଲେ।
Read More News
T & CPrivacy PolicyContact Us