This browser does not support the video element.
ବୀରମିତ୍ରପୁର: ପିଏମ୍ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଖୁଣ୍ଟଗାଁରେ ଦ୍ବାଦଶ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଇତିହାସ ବିଷୟର ସେମିନାର ଅନୁଷ୍ଠିତ
Biramitrapur, Sundargarh | Sep 23, 2025
ପି •ଏମ୍ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଖୁଣ୍ଟଗାଁରେ ବିଦ୍ୟାଳୟର ଅଧ୍ଯକ୍ଷା ଶ୍ରୀମତୀ ତନୁଜା ନନ୍ଦିନୀ ତନ୍ତୀ ମହୋଦୟାଙ୍କ ତତ୍ତ୍ଵାବଧାନରେରେ ଦ୍ବାଦଶ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଇତିହାସ ବିଷୟର ସେମିନାର ଅନୁଷ୍ଠିତ ହୋଇଥିଲା | ଉକ୍ତ ସେମିନାରରେ ସୁବୋଧ ରାଉତ୍ ରାଏ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସିପାଲ୍ କ୍ଷୀରୋଦକୁ ବରାଳ resource person ରୂପେ ଯୋଗ ଦାନ କରି ଭାଷା ଆନ୍ଦୋଳନ ଓ ଓଡ଼ିଶା ପ୍ରଦେଶ ଗଠନ ବିଷୟ ଉପରେ ବିସ୍ତୃତ ରୂପେ ଏହାର ଉଦ୍ଦେଶ୍ୟ ଓ ମହତ୍ତ୍ବ ପ୍ରତି ଛାତ୍ରଛାତ୍ରୀଙ୍କୁ ଦର୍ଶାଇ ଥିଲେ |ଶେଷରେ ଗୋବର୍ଦ୍ଧନ ସମାସୀ ଧନ୍ୟବାଦ ଅର୍ପଣ କରିଥିଲେ