Download Now Banner

This browser does not support the video element.

କଣ୍ଟାବାଞ୍ଜି: ମୁରିବାହାଲ ମାଲପଡା ଓ ନୂଆପଡା ଜିଲ୍ଲାର ଶ୍ରମିକ ତେଲେଙ୍ଗାନାରେ ଦାଦନ ଖଟୁଥିବା ବେଳେ ନିର୍ଯାତନାର ଶିକାର, ରଖିଲେ ପ୍ରତିକ୍ରିୟା

Kantabanji, Balangir | Mar 24, 2024
ବଲାଙ୍ଗିର ଓ ନୂଆପଡା ଜିଲ୍ଲାର ଦାଦନ ଶ୍ରମିକ ତେଲେଙ୍ଗାନାରେ ଦାଦନ ଖଟିବାକୁ ଯାଇ ନିର୍ଯାତନାର ଶିକାର ହେଇଛନ୍ତି। ଏନେଇ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ସେମାନଙ୍କୁ ଉଦ୍ଧାର ପାଇଁ ଓଡ଼ିଶା ସରକାରଙ୍କୁ ନିବେଦନ କରୁଛନ୍ତି। ଭଲ କାମ ଓ ଅଧିକ ଟଙ୍କା ଦେବାକୁ କହି ଶ୍ରମିକ ମାନଙ୍କୁ ନେଇଥିବା ବେଳେ ସେଠାରେ ସେମାନଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି।
Read More News
T & CPrivacy PolicyContact Us