Install App
rajesh223637
This browser does not support the video element.
ସୋନପୁର: ରାମପୁରକୁ ଏନଏସି ଏବଂ ବ୍ଲକ ଘୋଷଣା ଦାବିରେ ସ୍ଥାନୀୟ କଲ୍ୟାଣ ମଣ୍ଡପରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
Sonapur, Subarnapur (Sonepur) | Sep 7, 2025
ସୂଚନା ଅନୁସାରେ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାର କିଛି ସହରକୁ ଏନ ଏ ସି ଏବଂ ବ୍ଲକ ମାନ୍ୟତା ପ୍ରଦାନ କରିବାକୁ ଚିନ୍ତା କରୁଥିବା ବେଳେ, ଆଜି ଅପରାହ୍ନ ପ୍ରାୟ 4 ଘଣ୍ଟା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲାର ରାମପୁର ଠାରେ, ରାମପୁରକୁ ଏନ ଏ ସି ଏବଂ ବ୍ଲକ ମାନ୍ୟତା ଦାବିରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!