Install App
qhour
This browser does not support the video element.
ବାଲିଗୁଡା: ବାଲିଗୁଡାକର୍ଟ ରେ କାଯ୍ୟରତ ଥିବା ଓକିଲ ସମୁହ, ମୂତ ବରିଷ୍ଠ ଆଇନଜିବି ପିତବାସ ପଣ୍ଡା ଙ୍କ ହତ୍ୟା ଘଟଣା କୁ ପ୍ରତିବାଦ କରି ପେନ୍ ଛାଡ ଆନ୍ଦଳନ
Baliguda, Kandhamal | Oct 8, 2025
ବାଲିଗୁଡା କର୍ଟ ରେ କାଯ୍ୟରତ ଥିବା ଓକିଲ ସମୁହ, ମୂତ ବରିଷ୍ଠ ଆଇନଜିବି ପିତବାସ ପଣ୍ଡା ଙ୍କ ହତ୍ୟା ଘଟଣା କୁ ପ୍ରତିବାଦ କରି ପେନ୍ ଛାଡ ଆନ୍ଦଳନ କରାଯାଇଛି, ଏହି ଆନ୍ଦଳନ ଟି ବୁଧବାର ଦିନ 11ଘଣ୍ଟିକା ରୁ ଆରମ୍ମ କରି ଅପରାହ୍ନ 4ଘଣ୍ଟିକା ପଯ୍ୟନ୍ତ ଚାଲୁ ରହିଥିଲା, ଯାହାରି ଫଳରେ ବାଲିଗୁଡା ର ତିନଟି କର୍ଟ ଦିନ ତମାମ ବନ୍ଦ ରହିଥିବା ଦେଖିବାକୁ ମିଳିତିଲା, ଯାହାକି ସମ୍ପୁର୍ଣ ଭାବରେ ଜିଲ୍ଲା କର୍ଟ ବନ୍ଦ ପଡିଥିବା ଦେଖିବାକୁ ମିଳିଥିଲା,
Share
Read More News
T & C
Privacy Policy
Contact Us
Your browser does not support JavaScript!