Download Now Banner

This browser does not support the video element.

ଫୁଲବାଣୀ ସହର: ଫିରିଙ୍ଗିଆ,ସାରଙ୍ଗଡ଼,ଗୁଟିଙ୍ଗିଆ ଅଞ୍ଚଳର 500 ଗରିବ ନିରୀହ ପରିବାର ଙ୍କୁ ଅନନ୍ତ ଦୀପ୍ତି ଆଶା ଟ୍ରଷ୍ଟ ପକ୍ଷରୁ ମାଗଣାରେ ଶୁଖିଲା ଖାଦ୍ୟ ବଣ୍ଟନ

Phulabani Town, Kandhamal | Sep 13, 2025
ଅନନ୍ତ ଦୀପ୍ତି ଆଶା ଟ୍ରଷ୍ଟ ଦ୍ୱାରା ଦୀନହୀନ 500 ପରିବାରକୁ ରାସନ ସାମଗ୍ରୀ ବିତରଣ,ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ବନ୍ଧଗଡ଼ ପଞ୍ଚାୟତ ର ବାଲିକିଡାଡି ଠାରେ ଫିରିଙ୍ଗିଆ,ସାରଙ୍ଗଡ଼,ଗୁଟିଙ୍ଗିଆ ଅଞ୍ଚଳର 500 ଗରିବ ନିରୀହ ପରିବାର ଙ୍କୁ ଅନନ୍ତ ଦୀପ୍ତି ଆଶା ଟ୍ରଷ୍ଟ ପକ୍ଷରୁ ମାଗଣାରେ ଶୁଖିଲା ଖାଦ୍ୟ ଅର୍ଥାତ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି |ଏଥିରେ ଟ୍ରଷ୍ଟ ର ସଦସ୍ୟ , ସଭାନେତ୍ରୀ ଏବଂ ବୋର୍ଡ ସଦସ୍ୟମାନେ ଉପସ୍ଥିତ ଥାଇ ବିନା ମୂଲ୍ୟ ରେ ରାସନ ସାମଗ୍ରୀ ଯଥା
Read More News
T & CPrivacy PolicyContact Us