Install App
mishrasanuj
This browser does not support the video element.
ବଲାଙ୍ଗୀର: ଦେଓଗାଁ ଅଞ୍ଚଳରେ ନାବାଳିକାଙ୍କ ଅଭିଯୋଗ ଅପହରଣ, ଦୁଷ୍କର୍ମ ଓ ପୋଲିସଙ୍କ ମିଛ ବୟାନ ଚାପ ନ୍ୟାୟ ପାଇଁ ଏସପିଙ୍କ ଦ୍ଵାରସ୍ଥ
Balangir, Balangir | Aug 12, 2025
ବଲାଙ୍ଗୀର ଜିଲ୍ଲା ଦେଓଗାଁ ଅଞ୍ଚଳରେ ନାବାଳିକାଙ୍କୁ ଅପହରଣ କରି ତାମିଲନାଡୁର ତୃପୁରକୁ ନେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ। ପରିବାର କହିଛି, ଦେଓଗାଁ ପୋଲିସ ଉଦ୍ଧାର ପାଇଁ 40 ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଏବଂ କୋର୍ଟରେ ମିଛ ବୟାନ ପାଇଁ ଚାପ ପକାଇଥିଲେ। ପୋଲିସ ଅଭିଯୋଗ ଖଣ୍ଡନ କରିଛି। ପୀଡିତା ପରିବାର ଆଜି ଅପରାହ୍ନ ୨ଟା ସମୟ ରେ sp ଙ୍କ ଦ୍ୱାରସ୍ତ୍ ହୋଇ ନ୍ୟାୟ ଦାବି କରୁଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!