This browser does not support the video element.
ବସ୍ତା: ଟ୍ରକ କାର ଦୁର୍ଘଟଣା । ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ଚାରିଜଣ, ପୁନସୀତା ନିକଟରେ ଘଟିଛି ଏହି ଘଟଣା
Basta, Balasore | Oct 5, 2025
ଟ୍ରକ କାର ଦୁର୍ଘଟଣା । ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଛନ୍ତି ଚାରିଜଣ । ଜଳେଶ୍ଵର ରୁ ବାଲେଶ୍ଵର ଅଭିମୁଖେ ଯାଉଥିବା ବେଳେ ଟ୍ରକ ସହ କାର ର ଦୁର୍ଘଟଣା ଘଟିଛି । ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୬୦ନଂ ଜାତୀୟ ରାଜପଥ ପୁନସୀତା ନିକଟରେ ଆଜି ସକାଳେ ଘଟିଛି ଦୁର୍ଘଟଣା । ଘଟଣା ସ୍ଥଳରେ ଜାତୀୟ ରାଜପଥ ପେଟ୍ରୋଲିଂ ଭେନ ଓ ବସ୍ତା ପୋଲିସ ପହଞ୍ଚି ତଦନ୍ତ ଚଳାଇଥିବା ଜଣାଯାଇଛି ।