Download Now Banner

This browser does not support the video element.

ପାରଳାଖେମୁଣ୍ଡି: ମୋହନା ରେ ରଥ ଆରୁଡ଼ ମହାପ୍ରଭୁ ଙ୍କ ମଙ୍ଗଳ ଆଳତି

Paralakhemundi, Gajapati | Jul 17, 2024
ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ଥାନୀୟ ବଜାର ରେ ଅଟକି ରହିଛି କାଳିଆ ର ରଥ ବୁଧୁବାର 7.30ରେ ବଡ଼ ଏକାଦଶୀ ରେ ମଙ୍ଗଳ ଆଳତି ହେଇଥିଲା କାଳିଆ ଙ୍କୁ ଦର୍ଶନ କରିଥିଲେ ବଡ଼ ଏକାଦଶୀ ନୀତିକ୍ରାନ୍ତି ପରେ ଭକ୍ତ ଙ୍କ ଭୋଗ ଲାଗି ଆରମ୍ବ ହେଇଛି
Read More News
T & CPrivacy PolicyContact Us