Download Now Banner

This browser does not support the video element.

ଜୟପୁର: ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟରେ ଜୁଆ ଅଡ୍ଡା ଖେଳ ଉପରେ ଟାଉନ ପୋଲିସର ଚଢ଼ାଉ, 4 ଗିରଫ

Jeypore, Koraput | Sep 12, 2025
ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟରେ ପେଟ୍ରୋଲି˚ କରୁଥିବା ସମୟରେ ଟାଉନପୁଲିସ ୪ଜଣ ଜୁଆଡିକୁ ଧରି ବେଲ ବଣ୍ତର ଛାଡିଛନ୍ତି ଏନେଇ ରାତ୍ର ଆଠ ଟାରେ ପୋଲିସ ତରଫରୁ ସୂଚନା ଦିଆଯାଇଛି । ପେଟ୍ରୋଲି˚ କରୁଥିବା ସମୟରେ ସ୍କୁଲ ନିକଟସ୍ଥ ପଡିଆରେ ୪ଜଣ ଜୁଆ ଖେଳୁଥିବା ଦେଖିବାକୁ ପାଇଥିଲେ। ସେମାନଙ୍କ ଠାରୁ ୧୦ ହଜାର ୧୨୦ ନଗଦ ଟଙ୍କା ଜବତ କରିବା ସହ ୨ଟି ତାସ ଜବତ କରିଛନ୍ତି। ଆଗାମୀ ଦିନରେ ମଧ୍ୟ ପୋଲିସ ପକ୍ଷରୁ ଜୁଆ ଆଡ୍ଡା ଚଢାଉ କରାଯିବ ବୋଲି ଥାନା ଅଧିକାରୀ ଉଲ୍ଲାସ ରାଉତ ପ୍ରକାଶ କରିଛନ୍ତି।
Read More News
T & CPrivacy PolicyContact Us