Install App
parikhita02
This browser does not support the video element.
ଆଠମଲ୍ଲିକ: ଜଙ୍ଗଲ ରୁ ଗଛ କାଟୁଥିବା ବେଳେ ବନ ବିଭାଗ ର ଚଢ଼ାଉ, ପଟା ସହ 2 ବାଇକ ଜବତ, 3 ବ୍ୟବସାୟୀ ଫେରାର ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା
Athmallik, Angul | Sep 5, 2025
ରେଞ୍ଜ ର ମଣ୍ଡାମ ଜଙ୍ଗଲ ରେ ଏକ ଶାଳ ଗଛ କାଟୁଥିବା ବେଳେ ଖବର ପାଇଁ ଶୁକ୍ରବାର ଦିନ ଅପରାହ୍ନ 1 ଟା ରେ ହଣ୍ଡପା ବନ ବିଭାଗ ଏକ ଟିମ ଚଢ଼ାଉ କରିଛି l ଚଢ଼ାଉ କୁ ଦେଖି 3 ଜଣ ବ୍ୟବସାୟୀ ଘଟଣା ସ୍ଥଳ ରୁ ଫେରlର ହୋଇ ଯାଇଥିବା ବେଳେ ବନ ବିଭାଗ ଘଟଣା ସ୍ଥଳ ରୁ ଦୁଇଟି ବାଇକ କୁ ଜବତ କରିଛି l ଏଥି ସହ 2 ପିସି କାଠ ପଟା ସହ ଏକ କଟର ମେସିନ କୁ ଜବତ କରା ଯାଇଛି l ଘଟଣା ରୁ ଜଣା ପଡିଛି ଜେ ଏକ ବଡ଼ ଶାଳ ଗଛ କୁ ଏକ ବାଇକ ଯୋଗେ 3 ଜଣ କାଠ ବ୍ୟବସାୟୀ ଆ
Share
Read More News
T & C
Privacy Policy
Contact Us
Your browser does not support JavaScript!