Download Now Banner

This browser does not support the video element.

ନର୍ଲା: ନର୍ଲା ଦୁର୍ଗା ମଣ୍ଡପ ଠାରେ ଶାରଦୀୟ ଦୁର୍ଗାପୂଜା ନବରାତ୍ର ପାଇଁ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ପ୍ରତିକ୍ରିୟା ରଖିଛନ୍ତି ଦିପୁ ପାତ୍ର।

Narala, Kalahandi | Sep 20, 2025
ଆଜି ଶନିବାର ରାତ୍ର ସାତ ଘଣ୍ଟା ସମୟରେ ନର୍ଲା ଦୁର୍ଗା ମଣ୍ଡପ ଠାରେ ଦୁର୍ଗାପୂଜା କମିଟି ପକ୍ଷରୁ ନବରାତ୍ର ପାଇଁ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଥିଲା ଆସନ୍ତା କାଲି କଳସ ଯାତ୍ରା ହେବାକୁ ଥିବା ବେଳେ ନଅ ଦିନ ଧରି ମା ଜଗଦମ୍ବା ଙ୍କ ପୂଜାପାଠ ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ବ୍ୟବସ୍ଥା ରହିଛି
Read More News
T & CPrivacy PolicyContact Us