This browser does not support the video element.
ବୀରମିତ୍ରପୁର: ଲିମଡ଼ା ଗ୍ରାମପଞ୍ଚାୟତ ପରିସରରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ
Biramitrapur, Sundargarh | Aug 25, 2025
ନୂଆଗାଁ ବ୍ଲକର ଲିମଡ଼ା ଗ୍ରାମପଞ୍ଚାୟତ ପରିସରରେ ଗ୍ରାମପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ, ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଜ୍ୟୋତି ବିକାଶ ଦାସ ଅଭିଯୋଗ ଶୁଣିଥିଲେ । ଏଥିରେ ଜିପିଡିଓ ରୋହିତ ଏକ୍କା,ଶିକ୍ଷା ବିଭାଗରୁ ଏବିଇଓ ବାକ କେଛୁଆ, ବିପିସି,ବିଦ୍ୟୁତ,କୃଷି,ବନ ପ୍ରମୁଖ ବିଭାଗରୁ ଉପସ୍ଥିତ ଥିଲେ। ଏଥିରେ ୨୯ଟି ଅଭିଯୋଗ ଥିଲା ।ଅଭିଯୋଗ ମଧ୍ୟରେ ମୁଖ୍ୟତଃ ରାସ୍ତା ନିର୍ମାଣ, ଆବାସ ଘର ଯୋଜନା ଇତ୍ୟାଦି ଅଭିଯୋଗ ଥିଲା ।ଏଥିରେ ଜିପିଡିଓ ରୋହିତ ଏକ୍କା ଏହାକୁ ପରିଚାଳନା କରିଥିଲେ।