Download Now Banner

This browser does not support the video element.

ଢେଙ୍କାନାଳ ସଦର: ବାଜିଚୌକ ପୂଜା କମିଟି ପକ୍ଷରୁ ୬୫ ହଜାର ଟଙ୍କାରେ ଗଣେଶଙ୍କ ଆଜ୍ଞା ଲଡୁ ନିଲାମ ନେଲେ

Dhenkanal Sadar, Dhenkanal | Sep 1, 2025
ଢ଼େଙ୍କାନାଳ ସହରରେ ଚଳିତବର୍ଷ ମିଳିତ ଗଣେଶ ପୂଜା କ୍ରିୟାନୁଷ୍ଠାନ କମିଟି ଦ୍ବାରା ୪୦ଟି କ୍ଲବ ପକ୍ଷରୁ ଗଣେଶ ପୂଜା ଧୁମଧାମରେ ପାଳିତ ହେଉଛି । ଆସନ୍ତା ୩ ତାରିଖ ଦିନ ମିଳିତ ଭାଷାଣୀ ଉତ୍ସବରେ ସମସ୍ତ ମେଢ ସାମିଲ ହୋଇ କ୍ରମାନ୍ୱୟରେ କ୍ଳବ ଗୁଡିକ ଯିବ । ଏଥିପାଇଁ ପ୍ରାୟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଚଳିତ ବର୍ଷ ପ୍ରଥମ ଥର ୫୦ କେଜିର ଏକ ଆଜ୍ଞାଲଡୁ କଲେଜ ବଜାର ପକ୍ଷରୁ କରାଯାଇ ଦିଆଯାଇଥିଲା ।ଆଜି ସନ୍ଧ୍ୟାରେ ଲଡୁକୁ ଗଣେଶ ବଜାରରେ ଥିବା ଗଣେଶ ମନ୍ଦିରରେ ପୂଜା କରାଯାଇ ଗୋପବନ୍ଧୁ ଟାଉନ ହଲ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ନିଆଯାଇଥିଲା । ଆଜ୍ଞା ଲଡୁର ନିଲାମ ହେଲା
Read More News
T & CPrivacy PolicyContact Us