Download Now Banner

This browser does not support the video element.

ଯଶିପୁର: ଯଶିପୁର ଠାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ପକ୍ଷରୁ ଶତାବ୍ଦୀ ସମାରୋହ ଦିବସ ଉଦ୍ଘାଟିତ, ମନ୍ତ୍ରୀ ଦେଲେ ଯୋଗ

Jashipur, Mayurbhanj | Oct 2, 2025
ଚଳିତ ବିଜୟା ଦଶମୀରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ଅବସରରେ ମୟୂରଭଞ୍ଜ ଜିଲ୍ଲା ଯଶିପୁର ଖଣ୍ଡରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ପକ୍ଷରୁ ଶତାବ୍ଦୀ ସମାରୋହ ଦିବସ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ୨୦୦ ରୁ ଉର୍ଦ୍ଧ ସମସ୍ତ ସ୍ୱୟଂ ସେବକ ମାନଙ୍କ ସହ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଯୋଗ ଦେଇଥିଲେ।
Read More News
T & CPrivacy PolicyContact Us