This browser does not support the video element.
ଛତ୍ରପୁର: ହଳଦିଆ ପଦର ଠାରେ ହମ୍ସରେ ପିଟିହୋଇ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ
Chhatrapur, Ganjam | Sep 9, 2025
ବ୍ରହ୍ମପୁର ହଳଦିଆ ପଦର ଠାରେ ହମ୍ସରେ ପିଟିହେଲା ମୋଟରସାଇକେଲ୍ ।ଦୁର୍ଘଟଣାରେ ମୋଟରସାଇକେଲ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମଂଗଳବାର ସଂଧ୍ୟାରେ ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ହମ୍ପସ୍ ଟି ଦୃଶ୍ୟମାନ ନ ହେବା କାରଣରୁ ମୋଟରସାଇକେଲ ଟି ପିଟି ହୋଇ ଯାଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ହିଁ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।