Download Now Banner

This browser does not support the video element.

ଚାନ୍ଦବାଲି: ଚାନ୍ଦବାଲି ବ୍ଲକ ଖଦାଳପୋଖରୀ ପଂଚାୟତରେ ବିଜେଡି ନେତା ବାବୁଲି ଦୀକ୍ଷତଙ୍କୁ ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ଦେଲେ ବିଧାୟକ ବ୍ୟୋମକେଶ ରାୟ

Chandabali, Bhadrak | Apr 15, 2024
ଚାନ୍ଦବାଲି ବ୍ଲକ ଖଦାଳପୋଖରୀ ପଂଚାୟତ ଗୋପାଳ ସାହିର ମୁଖ୍ୟରାସ୍ତା ଖୋଳାକୁ କେନ୍ଦ୍ରକୁ ବିଜେଡି ନେତା ବାବୁଲି ଦୀକ୍ଷିତଙ୍କୁ ଆକ୍ରମଣ ଘଟଣାର 3 ଦିନ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରା ନ କରିବାରୁ ଏହାର ପ୍ରତିବାଦ ସୁରୂପ ଚାନ୍ଦବାଲିସ୍ଥ ବିଜେଡି କାର୍ଯ୍ୟାଳୟ ସୋମବାର ଅପରାହ୍ନରେ ଗଣମାଧ୍ୟମ ଆଗରେ ସୂଚନା ବିଧାୟକ ବ୍ୟୋମକେଶ ରାୟ l ଏଥିସହ ଏହି ଘଟଣାରେ ସମ୍ପୃକ୍ତି ନେଇ ବିଜେପି ଦଳ ଓ ବିଜେପି ରାଜ୍ୟ ସଭାପତିଙ୍କ ଉପରେ ବର୍ଷିଥିଲେ ଚାନ୍ଦବାଲି ବିଧାୟକ ଶ୍ରୀ ରାୟ
Read More News
T & CPrivacy PolicyContact Us