Download Now Banner

This browser does not support the video element.

ଚାରମାଳ: ଏମିତିବି ଆସେ ମୃତ୍ୟୁ , ଗଣେଶ ପୂଜା ପେଣ୍ଡାଲ ରେ ବସିଥିବା ବେଳେ ମହାଲିଙ୍ଗ ଗ୍ରାମର ଯୁବକଙ୍କ ମୃତ୍ୟୁ

Charamal, Sambalpur | Sep 1, 2025
ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅନ୍ତର୍ଗତ ମହାଲିଙ୍ଗ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ମହାଲିଙ୍ଗ ଗ୍ରାମରେ ଗାଁ ପିଲା ମିଶି ଗଣେଶ ପୂଜା କରିଥିଲେ । ଏବଂ ନାଚଗୁତ ସହ ବେଶ ଧୁମଧାମରେ ପୂଜା ପାଳନ କରିଥିଲେ। ପୂଜା ସରିବା ପରେ ଗତ ରବିବାର ଶୋଭାଯାତ୍ରା କରି ଗଣେଶଙ୍କ ମୂର୍ତ୍ତି ବିସର୍ଜନ କରିଥିଲେ । ଆଜି ସୋମବାର ଦିନ ଅପରାହ୍ନରେ ଗାଁ ପିଲା ମିଶି ଗଣେଶ ପୂଜା ପାଇଁ ଲଗାଯାଇଥିବା ଟେଣ୍ଟ ଖୋଲିଥିଲେ । ଟେଣ୍ଟ ଖୋଲି ସାରି ପୂଜା ପେଣ୍ଟାଲ ରେ ଗ୍ରାମର ପ୍ରେମାନନ୍ଦ ବେହେରା l
Read More News
T & CPrivacy PolicyContact Us