Download Now Banner

This browser does not support the video element.

ଯୋଡା: ମହାବୀର ଛକ ନିକଟସ୍ଥ ଏଲଆଇସି କାର୍ଯ୍ୟାଳୟରେ ଚୋରି, ଥାନାରେ ଅଭିଯୋଗ

Joda, Kendujhar | Mar 30, 2024
ମହାବୀର ଛକ ନିକଟସ୍ଥ ଏଲଆଇସି କାର୍ଯ୍ୟାଳୟରୁ ଗତକାଲି ବିଳମ୍ବିତ ରାତ୍ରିରେ ସ୍କାଏ ଲାଇଟ୍ ଓ କବାଟ ଭାଙ୍ଗି କମ୍ପୁଟର ଜିନିଷ ଓ କାଗଜପତ୍ର ଏଣେ ତେଣେ ଫିଙ୍ଗାଫିଙ୍ଗି କରିଥିବା ଦେଖିବାକୁ ମିଳିଛି। ତେବେ ଏନେଇ ଏଲଆଇସି କାର୍ଯ୍ୟାଳୟ ପକ୍ଷରୁ ଆଜି ଅପରାହ୍ନ ୨ ଘଣ୍ଟିକାରେ ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି। ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।
Read More News
T & CPrivacy PolicyContact Us