Download Now Banner

This browser does not support the video element.

ଝାରସୁଗୁଡା: ଇବ ନଦୀ ଓପିଏମ ଘାଟରୁ ନଦୀ ସ୍ରୋତରେ ରେଳବାଇ କର୍ମଚାରୀ ଭାସିଯିବା ଘଟଣା, ମିଳିନି ପତ୍ତା

Jharsuguda, Jharsuguda | Aug 27, 2025
ଗତ ସୋମବାର ଦିନରୁ ନିଖୋଜ ରେଳବାଇ କର୍ମଚାରୀଙ୍କ ଆଜି ବୁଧବାର ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ କୌଣସି ପତ୍ତା ମିଳିପାରିନାହିଁ। ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଇବ ନଦୀ ଓପିଏମ ଘାଟରେ ବନ୍ୟାଜଳ ଦେଖିବାକୁ ଯାଇଥିବା ସମୟରେ ନଦୀର ପ୍ରଖର ସ୍ରୋତରେ ରେଳବାଇ କର୍ମଚାରୀ ଭାସିଯିବା ଘଟଣା, ୪୮ ଘଣ୍ଟାରୁ ଅଧିକ ସମୟ ହୋଇଥିବା ସତ୍ତ୍ୱେ ଆଜି ବୁଧବାର ସନ୍ଧ୍ୟା ପାଞ୍ଚଟା ସମୟଯାଏଁ ମିଳିନାହିଁ ନିଖୋଜ ରେଲୱେ କର୍ମଚାରୀ ମନିଷ କୁମାର ଙ୍କର କୌଣସି ପତ୍ତା। ତେବେ ଦୁଇଦିନ ଧରି ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ ଟିମ ମିଳିତ ଭାବରେ ରେଲୱେ କର୍ମଚାରୀ ମନିଷ କୁମାର ଙ୍କୁ ଖୋଜାଖୋଜି କରୁଛ
Read More News
T & CPrivacy PolicyContact Us