Download Now Banner

This browser does not support the video element.

ଡାବୁଗାଁ: ପୂଜାରୀଗୁଡା ଠାରେ ଡାବୁଗାଁ କେନ୍ଦୁପତ୍ର ବନାଞ୍ଚଳ ତରଫରୁ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

Dabugan, Nabarangpur | Sep 6, 2025
ଡାବୁଗାଁ କେନ୍ଦୁପତ୍ର ବନାଞ୍ଚଳ ତରଫରୁ ପୁଜାରୀ ଗୁଡା ଗ୍ରାମ ଠାରେ ଏକ ସ୍ଵାସ୍ଥ୍ୟ ଶିବିର ର ଅନୁଷ୍ଠିତ ହେଲା। ଉକ୍ତ ଶିବିର ରେ ୧୮୧ ଜଣ ରୋଗୀଙ୍କୁ ସ୍ଵାସ୍ଥ୍ୟ ଚିକିତ୍ସା ସହ ଔଷଧ ବଣ୍ଟନ କରାଯାଇଥିଲା।ଏହି ପୁଜାରୀ ଗୁଡା ରେ ଅନୁଷ୍ଠିତ ସ୍ଵାସ୍ଥ୍ୟ ଶିବିର ରେ କେନ୍ଦୁପତ୍ର ବନାଞ୍ଚଳ ଅଧିନ ସିସିଙ୍ଗ୍ ବଲାଙ୍ଗୀର ରଞ୍ଜିତ ମଲ୍ଲିକ , ନବରଙ୍ଗପୁର ଡିଏଫ୍ଓ କିରନ ବାଲ ସାମନ୍ତରାୟ,ଡାବୁଗାଁ ରେଞ୍ଜର ସନ୍ତୋଷ ସୁନାମୀ ପ୍ରମ୍ମୁକ ଉପସ୍ଥିତ ଥିଲେ
Read More News
T & CPrivacy PolicyContact Us