Download Now Banner

This browser does not support the video element.

ସୋନପୁର: ସିଆଲି ଛକ ପାଖରୁ ଗଞ୍ଜେଇ ସହ ୨ ଅଭିଯୁକ୍ତ ଗିରଫ ବିନିକା ଅବକାରୀ ବିଭାଗରେ ମାମଲା ରୁଜୁ।

Sonapur, Subarnapur (Sonepur) | Sep 1, 2025
ସିଆଲି ଛକ ପାଖରୁ ଗଞ୍ଜେଇ ସହ ୨ ଅଭିଯୁକ୍ତ ଗିରଫ ବିନିକା ଅବକାରୀ ବିଭାଗରେ ମାମଲା ରୁଜୁ।ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରବିର ସାମଲଙ୍କ ନିର୍ଦ୍ଦେଶ କ୍ରମେ।ବିନିକା ଅବକାରୀ ଓଆଇସି ରାମଚନ୍ଦ୍ର ପଟ୍ଟନାୟକ ଙ୍କ ନେତୃତ୍ବରେ ଏଏସଆଇ ଅଭିଳାଷ ବେହେରା,ରିଙ୍ଗି ସେଟ ସତ୍ୟ ରଞ୍ଜନ ସେଠୀ ଗତକାଲି ଚଢ଼ାଉ କରି ଲଛିପୁର ଥାନା ଅନ୍ତର୍ଗତ ସିଆଲି ଛକ ପାଖରୁ ୧୫.୪୦୦ ଗ୍ରାମର ଗଞ୍ଜେଇ ସହ ଏକ କାରକୁ ଯବତ କରିବାରେ ସକ୍ଷମ ହୋଇଛନ୍ତି। ଏନେଇ ବିନିକା ଅବକାରୀ ଥାନାରେ ୧୨୬/୨୫,୨୬ ରେ ଏକ ଅବକାରୀ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଯାରି ରଖିଛି ଅବକାରୀ ବିଭାଗ।
Read More News
T & CPrivacy PolicyContact Us