Download Now Banner

This browser does not support the video element.

ବଲାଙ୍ଗୀର: ମହିମୁଣ୍ଡା ରୋଡ଼ରେ ବାଇକ ରୁ ପଡ଼ି ମହିଳା ଗୁରୁତର ମେଡିକାଲ ରେ ଭର୍ତ୍ତି

Balangir, Balangir | Sep 2, 2025
ମହିମୁଣ୍ଡା ରୋଡ଼ରେ ବାଇକ ରୁ ପଡ଼ି ମହିଳା ଗୁରୁତର ବଲାଙ୍ଗୀର ମହିମୁଣ୍ଡା ରୋଡ଼ରେ ଚଳନ୍ତା ବାଇକ ରୁ ଖସି ପଡି ଜଣେ ମହିଳା ଗୁରୁତର ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଗୁରୁତର ମହିଳା ଜଣକ ପିପଲକାନି ଗ୍ରାମର ରଂଜିତା ପୋଡ଼ ବୋଲି ପରିଚୟ ମିଳିଛି। ଆଜି ରାତି ପ୍ରାୟ 10ଟା ସମୟରେ ଘଟଣା ଘଟିଥିବା ସୂଚନା ମିଳିଛି। ସ୍ଥାନୀୟଙ୍କ ସହଯୋଗରେ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ୍ ଓ ହସ୍ପିଟାଲକୁ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେ ଚିକିତ୍ସାଧୀନ ଅଛନ୍ତି
Read More News
T & CPrivacy PolicyContact Us