This browser does not support the video element.
ଓରିଏଣ୍ଟ: ବ୍ରଜରାଜନଗର କଲେଜରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ମହାସମାରୋହରେ ପାଳିତ
Orient, Jharsuguda | Aug 23, 2025
ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ମହାବିଦ୍ୟାଳୟ ଠାରେ ଆଜି ଶନିବାର ଦିନ ବାରଟା ସମୟରେ ସ୍ଵଭାବ କବି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ ମହାସମାରୋହ ରେ ପାଳିତ ହୋଇଯାଇଛି। ବ୍ରଜରାଜନଗର ମହାବିଦ୍ୟାଳୟ ଅଧ୍ୟକ୍ଷ ବିଜୟ କୁମାର ସାହୁ ସମାରୋହ ରେ ଅଧ୍ୟକ୍ଷତା କରି ମେହେର ସାହିତ୍ୟ ର ସାର୍ବଜନୀନ ଦିଗ ଉପରେ ଆଲୋକପାତ କରିଥିଲେ। ଅଧ୍ୟାପିକା ଡକ୍ଟର ପୁଷ୍ପାଞ୍ଜଳି ସାହୁ ଅତିଥି ପରିଚୟ ପ୍ରଦାନ ପୂର୍ବକ କାବ୍ୟ ସାଧକ ଗଙ୍ଗାଧର ମେହେର ଙ୍କୁ ବିଶ୍ବ କବି ହେବାର ଯୋଗ୍ୟ ବୋଲି ମତବ୍ୟକ୍ତ କରିଥିଲେ।ମହାବିଦ୍ୟାଳୟ ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ସୁପ୍ରକାଶ ଚୌଧୁରୀ ମେହେର ସାହିତ୍ୟ ଆଧ୍ୟାତ୍ମିକ