Download Now Banner

This browser does not support the video element.

ଢେଙ୍କାନାଳ ସଦର: ବାରଙ୍ଗ ଗୋଡି ସାହି ପୁରୀ ମେନ କେନାଲ ରୋଡ ନିକଟରେ ହାଇୱା ଦୁର୍ଘଟଣାରେ ୨ମୃତ

Dhenkanal Sadar, Dhenkanal | May 22, 2025
ଢେଙ୍କାନାଳ ସଦର ଥାନା ସିମିଳିପାଟଣା ଗାନ୍ଧୀ ଛକ ଅଞ୍ଚଳର ୨ ଯୁବକ ଗୁରୁବାର ଦିନ ଭୋର ବେଳା ଘରୁ ବାଇକରେ ଜଗା ଦର୍ଶନ ପାଇଁ ବାହାରିଥିଲେ । ହେଲେ ଜଣା ଦର୍ଶନ ଅଧା ରହିଗଲା |୨ସାଂଗ ବାଇକରେ ଯାଉଥିବା ବେଳେ ବାରଙ୍ଗ ଗୋଡି ସାହି ପୁରୀ ମେନ କେନାଲ ରୋଡ ନିକଟ ଏକ ହାଇୱା ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇ ଥିବା ଜଣାପଡିଛି। ୨ମୃତକ ଯୁବକ ଗାନ୍ଧୀ ଛକର ରମେଶ ରାଉତଙ୍କ ପୁଅ ସମିର ରାଉତ ଓ ନିକଟ ନୂଆ ସାହିର ସନ୍ତ ତୁଙ୍ଗ ବୋଲି ଜଣା ପଡିଛି। ଘଟଣା ସ୍ଥଳରୁ ହାଇୱା ଫେରାର ହୋଇ ଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର ହୋଇ କଟକ ବଡ ମେଡିକାଲରେ ଭର୍ତ୍ତି କରିଥିଲେ କରିଛନ୍ତି।
Read More News
T & CPrivacy PolicyContact Us