Download Now Banner

This browser does not support the video element.

ନୂଆପଡା: ନୂଆପଡା ଏନଏସି ପକ୍ଷରୁ ସ୍ଥାନୀୟ ଏମ୍ ଇ ସ୍କୁଲ୍ ଠାରେ ଆଇନଗତ ସଫେଇ ସୁରକ୍ଷିତ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

Nuapada, Nuapada | Aug 23, 2025
ନୂଆପଡା ଏନଏସି ପକ୍ଷରୁ ସ୍ଥାନୀୟ ଏମ୍ ଇ ସ୍କୁଲ୍ ଠାରେ ଶନିବାର ସକାଳେ ଆଇନଗତ ସଫେଇ ସୁରକ୍ଷିତ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏନଏସି କର୍ମଚାରୀ ଓ ଜନପ୍ରତିନିଧି ମାନେ ଉପସ୍ଥିତ ରହି ଏନେଇ ସଚେତନତା କରାଇଥିଲେ। ଏହି ଅବସରରେ ସ୍ଥାନୀୟ ଅଞ୍ଚଳରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Read More News
T & CPrivacy PolicyContact Us