Download Now Banner

This browser does not support the video element.

ଫୁଲବାଣୀ ସହର: ଫୁଲବାଣୀ ଜିଲ୍ଲାପାଳ ଙ୍କ କାଯ୍ୟାଳୟ ଠାରେ ନୁତନ ଜିଲ୍ଲାପାଳ ଙ୍କୁ ଭେଟି ଆଲଚନା କରିଛନ୍ତି

Phulabani Town, Kandhamal | Aug 1, 2025
ଫୁଲବାଣୀ ଜିଲ୍ଲାପାଳ ଙ୍କ କାଯ୍ୟାଳୟ ଠାରେ ନୁତନ ଜିଲ୍ଲାପାଳ ଙ୍କୁ ଭେଟି ଆଲଚନା କରିଛନ୍ତି, ଶୁକ୍ରବାର ଦିନ 12ଘଣ୍ଟିକା ସମୟରେ ଜିଲ୍ଲାପାଳ ଙ୍କୁ ଭେଟିଥିବା ନେଇ ସୁଚନା ମିଳିଛି, ସୁଚନା ମୁତାବକ ଜିଲ୍ଲାପାଳ ଙ୍କ ସହ ଆଲଚନା ସମୟରେ ଫିରିଙ୍ଗିଆ ବ୍ଲକ ସାଂସଦ ପ୍ରତିନିଧି ଗଲକ ବିହାରୀ କହଂର, ସାସଂଦ ପ୍ରତିନିଧି ଜଗନ୍ନାଥ ସାହୁ, ସରପଞ୍ଚ ଜଳନ୍ଧର କଂହର,, ଆଗାମୀ ଜଶ୍ୱଶ୍ରୀ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମ ଦିନ ଅବସରରେ ବୁକ୍ଷ ରପଣ ନିମନ୍ତେ ଆଲୋଚନା କରାଯାଇଥିବା ନେଇ ସୁଚନା
Read More News
T & CPrivacy PolicyContact Us