Download Now Banner

This browser does not support the video element.

ସୁକିନ୍ଦା: ମଲ୍ଲିକାପୁର ଗ୍ରାମରେ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଲେ ସାଂସଦ ରବିନାରାୟଣ ବେହେରା

Sukinda, Jajpur | Aug 28, 2025
ଯାଜପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରୁଥିବା ସମୟରେ ଯାଜପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମଲ୍ଲିକାପୁରର ଯୁବକ ଶ୍ରୀ ମଦନ ମୋହନ ରଣା ବୟସ ୨୦ ଶଙ୍ଖୁଆ ବ୍ରିଜ୍ ନିକଟରେ ଗାଧୋଇବାକୁ ଯାଇ ନିଖୋଜ ଓ ପରେ ତାଙ୍କର ମୃତ ଦେହ ଉଦ୍ଧାର ଘଟଣା ଜାଣି ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ଏହି ଦୁଃଖଦ ଖବର ପାଈ ତାଙ୍କ ବାସଭବନରେ ସାଂସଦ ରବିନାରାୟଣ ବେହେରା ପହଞ୍ଚି ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।
Read More News
T & CPrivacy PolicyContact Us