This browser does not support the video element.
ଧର୍ମଗଡ: ଗୋଡ଼ଭଞ୍ଜା ନିକଟରେ ସଡ଼କ ଦୁର୍ଘଟଣା, ବାଇକ ଆରୋହୀ ଗୁରୁତର
Dharamgarh, Kalahandi | Aug 25, 2025
ଧର୍ମଗଡ ଥାନା ଗୋଡ଼ଭଞ୍ଜା ନିକଟରେ ସୋମବାର ଅପରାହ୍ନ ୧ ଟା ରେ ଜଣେ ବାଇକ ଆରୋହୀ ଦୁର୍ଘଟଣା ର ଶିକାର ହୋଇ ଗୁରୁତର ହୋଇଥିଲେ। ଗୁରୁତର ବାଇକ ଆରୋହୀ ଜଣକ ହେଲେ କାଙ୍କେରି ଗାଁ ର କ୍ରିଷ୍ଣା ନାଗ ବୋଲି ଜଣାପଡିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ନେଇ ଭର୍ତ୍ତି କରିଥିଲେ।