Install App
kabisuryatv
This browser does not support the video element.
ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକର ବମକେଇ ଗ୍ରାମ ରେ ମନ କି ବାତ କାର୍ଯ୍ୟକ୍ରମ ଦେଖିଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର ।
Digapahandi, Ganjam | Sep 28, 2025
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକର ବମକେଇ ଗ୍ରାମ ରେ ମନ କି ବାତ କାର୍ଯ୍ୟକ୍ରମ ଦେଖିଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର । ଆଜି ଦିନ 11 ଘଣ୍ଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କି ବାତ କାର୍ଯ୍ୟକ୍ରମ ଥିବା ବେଳେ ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ସମେତ ବହୁ ବିଜେପି ନେତା ଏକତ୍ରୀତ ହୋଇ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ ଦେଖିଥିବା ଜଣା ପଡିଛି ।
Share
Read More News
T & C
Privacy Policy
Contact Us
Your browser does not support JavaScript!