This browser does not support the video element.
ବଲାଙ୍ଗୀର: ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବ୍ରାହ୍ମଣୀ ଯୋର ଠାରେ ଆନ୍ତର୍ଜାତିକ ସାକ୍ଷରତା ସପ୍ତାହ ପାଳନ
Balangir, Balangir | Sep 9, 2025
ଦେଓଗାଁ ବ୍ଲକ୍ ବ୍ରାହ୍ମଣୀଯୋର ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବ୍ରାହ୍ମଣୀ ଯୋର ଠାରେ ଆନ୍ତର୍ଜାତିକ ସାକ୍ଷରତା ସପ୍ତାହ ଅବସରରେ ଆଜି ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ସମସ୍ତେ ଗ୍ରାମର ରେ ପହଞ୍ଚିବା ପରେ ଏକ ସଚେତନ ସଭା ର ଆୟୋଜନ କରାଯାଇଥିଲା ଉକ୍ତ ସଭାରେ କ୍ରୀଡା ଶିକ୍ଷକ ବିରେନ୍ଦ୍ର ସୁନା ସଭାପତିତ୍ବ କରିଥିବା ବେଳେ CRCC ମଣ୍ଟୁ ସାମଲ ମୁଖ୍ୟ ଆଭିମୁଖ୍ୟ ଉପରେ ବିଶଦ ବିବରଣୀ ପ୍ରଦାନ କରିଥିଲେ ଏଵଂ ଦେବଦତ୍ତ ଦ୍ବିବେଦୀ ସାକ୍ଷରତା ର ସଂଜ୍ଞା ବୁଝାଇଥିଲେ ବିଦ୍ୟାଳୟ ର କୁନି କୁନି ଛାତ୍ର ଛାତ୍ରୀ ମାନେ ସଚେତନତା ନାଚ ଗୀତ ଓ ସଂସ୍କୃତିକ