This browser does not support the video element.
ଜୁଜୁମୁରା: ମୁଣ୍ଢେର ଗ୍ରାମର ନୂଆପଡ଼ା ରେ ସାପ କାମୁଡାରେ ସ୍କୁଲ ରୋଷେଇୟା ଙ୍କ ମୃତ୍ୟୁ
Jujomura, Sambalpur | Sep 27, 2025
ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଳକ ମୁଣ୍ଢେର ଗ୍ରାମର ନୂଆପଡ଼ା ସାହିରେ ବିଷାକ୍ତ ସାପ କାମୁଡାରେ ମୁଣ୍ଢେର ଏମ ଇ ସ୍କୁଲ୍ ର ରୋଷେଇୟା ଙ୍କ ମୃତ୍ୟୁ ହୋଇଛି । ମୃତ ଜଣକ ହେଲେ ସୋକି ବିଶ୍ବାଳ । ସେ ଘରେ ଶୋଇଥିବା ସମୟରେ ଶନିବାର ଭୋର ୪ ଟା ସମୟରେ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା । ଫଳରେ ଗୁରୁତର ହୋଇଥିଲେ ତାଙ୍କୁ ପରିବାର ଲୋକେ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ପଠାଯାଇଥିଲା ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।