Install App
suru6633
This browser does not support the video element.
କଣ୍ଟାବାଞ୍ଜି: ତୁରେକେଲା ଥାନା ଅଞ୍ଚଳର ଜନୈକା ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ଥାନାରେ ଅଭିଯୋଗ, ପୋଲିସର ତଦନ୍ତ ଆରମ୍ଭ
Kantabanji, Balangir | Mar 25, 2024
ତୁରେକେଲା ଥାନା ଅଞ୍ଚଳରେ ଜନୈକା ୧୪ ବର୍ଷୀୟ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ହୋଇଥିବା ନେଇ ଆଜି ସକାଳେ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଛି। ଗତ ବିଳମ୍ବିତ ରାତିରେ ନାବାଳିକା ପରିସ୍ରା ପାଇଁ ଘରୁ ବାହାରିଥିବା ବେଳେ ତାକୁ ଅପହରଣ ପରେ ଦୁଷ୍କର୍ମ କରାଯାଇଥିବା ପରିବାର ଲୋକେ ଏତଲାରେ ଲେଖିଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!