This browser does not support the video element.
ପିପିଲି: ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟଳୟ ସଭା ଗୃହ ପରିସରରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ, ୮୧ଟି ଅଭିଯୋଗ ଗ୍ରହଣ
Pipili, Puri | Sep 8, 2025
ପିପିଲି ପଞ୍ଚାୟତ ସମିତି କାର୍ଯ୍ୟଳୟ ସଭା ଗୃହ ରେଆଜି ପୂର୍ବାହ୍ନ ୧୧ଟାରେ ଜିଲ୍ଲାପାଳ ଙ୍କ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ବ୍ଳକ ବିଡ଼ିଓ ବିଡ଼ିଓ ସରୋଜ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ପୁରୀ ଉପଜିଲ୍ଲାପାଳ ରାଜକିଶୋର ଜେନା ଯୋଗ ଦେଇ ଜନସାଧାରଣ ଙ୍କ ୮୧ଟି ଅଭିଯୋଗ ଗ୍ରହଣ କରିଥିଲେ। ବିଶେଷ କରି ମହିଳା ମହାସଂଘ ହୋଇଥିବା ଦୁର୍ନୀତି ଉପରେ ମହିଳାଙ୍କ ଅଭିଯୋଗ ଥିବା ବେଳେ ପିପିଲି କଣ୍ଟି ପଞ୍ଚାୟତ ନିଜିଗଡକୁରୁଖି ରେ କୋଟି କୋଟି ଟଙ୍କାର ଖଣି ଦୁର୍ନୀତି ଅଭିଯୋଗ ପ୍ରସଙ୍ଗ ଜୋର ଧରିଥିଲା। ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ଉପଜିଲ୍ଲାପାଳ ବିଭାଗୀ