Download Now Banner

This browser does not support the video element.

ଫୁଲବାଣୀ ସହର: ବାଲିଗୁଡା ଈଲେକ୍ଟ୍ରି ସାହିରେ ହାଇବା ଦୁର୍ଘଟଣା, ଅଳ୍ପକେ ବଞ୍ଚିଲେ ଚାଳକ

Phulabani Town, Kandhamal | Sep 10, 2025
ବାଲିଗୁଡା ଇଲେକ୍ଟ୍ରି ସାହିରେ ବଡଧରଣର ବିପଦରୁ ପ୍ଟଳି ଯାଇଛି,ଦେଖିବାକୁ ମିଳିଛି ରାତି 8ଘଣ୍ଟିକା ସମୟେ ତ୍ରୀଶକ୍ତି ର ବାଲି ବଝେଇ ହାଇବା ରେ ଦୁର୍ଘଟଣା ଘଟିଛି,, ହଠାତ ଏକସେଲ ଛିଡିଯିବା ଚାଳକ ଗାଡି ବନ୍ଦ କରି ଡାଲା ତଳେ ଦେଖିବା ବେଳକୂ ଅଚାନକ ଗାଡିଟି ଗଡିବାକୁ ବସିଲା ପରେ ଏକ ଇଲେକ୍ଟ୍ରି ଖୁଣ୍ଟରେ ବାଜି ହାଇବାଟି ରହିଯାଇଥିଲା, ଯାହାରିଫଳରେ ଏକ ଅଟ ର ଧକ୍କା ହଇଥିଲା କୈଣସି ଧନଜିବନ ନଷ୍ଟ ହଇନଥିବା ନେଇ ଦେଖିବାକୁ ମିଳିଛି
Read More News
T & CPrivacy PolicyContact Us