Download Now Banner

This browser does not support the video element.

ଜଳେଶ୍ବର: ରାଜଘାଟ ଠାରେ କମୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର, ଚିନ୍ତାରେ ତଳିଆ ଅଞ୍ଚଳ ଲୋକେ

Jaleswar, Balasore | Sep 7, 2025
କମୁଛି ସୁବର୍ଣ୍ଣ ରେଖା ନଦୀର ଜଳସ୍ତର,ନଦୀର ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ରାଜଘାଟ ଠାରେ କମୁଛି ଜଳସ୍ତର, ଯାହାକୁ ନେଇ ଚିନ୍ତାରେ ତଳିଆ ଅଞ୍ଚଳର ଲୋକେ, ଉତ୍ତର ବାଲେଶ୍ବର ଲୋକେ ଚାଷ ଉପରେ ନିର୍ଭର କରି ପରିବାର ପୋଷଣ କରିଥାନ୍ତି,ଗତ ବନ୍ୟା ରେ ପରିବା ଫସଲ ସହିତ ଧାନ ଫସଲ ସମ୍ପୁର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି,ଚାଷ କରିବା ପାଇଁ ସମ୍ବଳ ଥିବା ବିହନ ସରି ଯାଇଥିବାରୁ ଚାଷ କରି ନପାରି କିପରି ବର୍ଷ ଯାକ ଗୁଜୁରାଣ ମେଣ୍ଟାଇବେ ସେହି ଚିନ୍ତାରେ ରହିଛନ୍ତି । ତେବେ ଏନେଇ ଆଜି ଅପରାହ୍ନ 4 ଟା ସମୟରେ ଜଣ
Read More News
T & CPrivacy PolicyContact Us