Download Now Banner

This browser does not support the video element.

କୁଚିଣ୍ଡା: ସଇଡା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ଦାବି ନେଇ କୁଚିଣ୍ଡା ଉପଜିଲ୍ଲପାଳଙ୍କୁ ଦାବିପତ୍ର ପ୍ରଦାନ

Kochinda, Sambalpur | Aug 21, 2025
କୁଚିଣ୍ଡା ବ୍ଲକ ସଇଡା ସ୍ଥିତ ମେଗା ଉଠା ଜଳସେଚନ ପ୍ରକଳ୍ପ ଅଚଳ ଥିବାରୁ ଉକ୍ତ ପ୍ରକଳ୍ପ ଉପରେ ନିର୍ଭର କରୁଥିବା ଗ୍ରାମବାସୀ ମାନେ ଜଳସେଚନ ରୁ ବଞ୍ଚିତ ହେଉଛନ୍ତି। ଏହାକୁ ନେଇ ସେମାନେ ବାରମ୍ବାର ଅଭିଯୋଗ ଓ ଦାବି କରି ଆସୁଥିଲେ ମଧ୍ୟ କୌଣସି ସମାଧାନ ହୋଇନାହିଁ। ଏହାକୁ ନେଇ ପୁଣି ଠାରେ ଗୁରୁବାର ଅପରାହ୍ନ ୪ ଟା ସମୟରେ ଚାଷୀ ମାନେ କୁଚିଣ୍ଡା ଉପଜିଲ୍ଲାପାଳ ଙ୍କ ଅଫିସ କୁ ଯାଇ ଲିଖିତ ଅଭିଯୋଗ ଜାଣିଥିଲେ। ଶୀଘ୍ର ଜଳସେଚନ ସୁବିଧା କରା ନଗଲେ ଆଗାମୀ ଦିନରେ ରାସ୍ତା ରୋକ କରି ଆନ୍ଦୋଳନ ପନ୍ଥା ଆପଣାଇବା କୁ ଚାଷୀ ମାନେ ଚେତାବନୀ ଦେଇଛନ୍ତି।
Read More News
T & CPrivacy PolicyContact Us