Download Now Banner

This browser does not support the video element.

ଭଞ୍ଜନଗର: ଗଂଜାମ ଜିଲ୍ଲା ଭଂଜନଗର ବ୍ଲକର ସାନକୋଦଣ୍ଡା ଗ୍ରାମ ପଂଚାୟତ ଗସ୍ତ କରିଛନ୍ତି ବିଡିଓ ।

Bhanjanagar, Ganjam | Sep 12, 2025
ଗଂଜାମ ଜିଲ୍ଲା ଭଂଜନଗର ବ୍ଲକର ସାନକୋଦଣ୍ଡା ଗ୍ରାମ ପଂଚାୟତ ଗସ୍ତ କରିଛନ୍ତି ବିଡିଓ । ସେ ଅ।ଜି ଦିନ 11 ଘନ୍ଟ ସମୟରେ ଉକ୍ତ ଗ୍ରାମ ପଂଚାୟତରେ ପହଁଚି ଗ୍ରାମ ପଂଚାୟତରେ ଲାଗିଥିବା ସମସ୍ତ ସରକାରୀ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ଏଥିସହ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଏହି ଗ୍ରାମ ପଂଚାୟତରେ କିଭଳି ଭାବରେ ସଫଳତା କାର୍ଯ୍ୟ ହୋଇପାରୁଛି ସେ ନେଇ ଗ୍ରାମ ସେବକଙ୍କ ସହ ବିଡିଓ ଅ।ଲୋକପାତ କରିଥିଲେ । ଅ।ଜିର ଏହି ଗସ୍ତ ସମୟରେ ଭଂଜନଗର ବିଡିଓଙ୍କ ସମେତ ଅତିରିକ୍ତ ବିଡିଓ ଓ ଜେଇ ମଧ୍ୟ ଉପସ୍ତିତ ଥିଲେ ।
Read More News
T & CPrivacy PolicyContact Us