This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ଜିଲ୍ଲା ଅଦାଲତ ପରିସର ରୁ ଧରା ପଡିଲେ ନକଲି କର୍ମଚାରୀ, ଥାନାରେ ଦୁଇ ଅଟକ
Baleshwar M, Balasore | Sep 9, 2025
ଆଜି ଦିନ ୧୧.୩୦ ସମୟରେ ବାଲେଶ୍ଵର ଜିଲ୍ଲା ଅଦାଲତ ପରିସରରେ ଜଣେ ଯୁବକ ଏକ ନକଲି କର୍ମଚାରୀ କାର୍ଡ ବେକରେ ପକାଇ ସନ୍ଦେହ ଜନକ ଭାବେ ବୁଲୁଥିବା ବେଳେ ଜଣେ ଓକିଲ ତାଙ୍କୁ ପଚରା ଉଚରା କରିବାରୁ ଏହା ନକଲି କାର୍ଡ ଜଣାପଡିଥିଲା।ଅଦାଲତ କର୍ମଚାରୀ ଓ ଓକିଲ ସହେଦେବଖୁଣ୍ଟା ଥାନା କୁ ଘଟଣା ସମ୍ପର୍କରେ ଜଣାଇଥିଲେ।ସହଦେବଖୁଣ୍ଟା ଥାନା ପୋଲିସ ପହଞ୍ଚି ନକଲି କର୍ମଚାରୀ ଙ୍କୁ ଧରିବା ସହ ତାଙ୍କୁ ଏହି କାର୍ଡ ପ୍ରଦାନ କରିଥିବା ବ୍ୟକ୍ତିଙ୍କୁ ଧରି ଥାନାରେ ଅଟକ ରଖି ତଦନ୍ତ ଚଳାଇଛି।