Download Now Banner

This browser does not support the video element.

ଢେଙ୍କାନାଳ ସଦର: ରଂଜା ଛକ ନିକଟରେ ୨ ବାଇକ ଦୁର୍ଘଟଣାରେ ୩ ଗୁରୁତର

Dhenkanal Sadar, Dhenkanal | Oct 1, 2025
ଢେଙ୍କାନାଳ ସଦର ଥାନା ରଂଜା ଛକ ନିକଟରେ ବୁଧବାର ମଧ୍ୟାହ୍ନରେ ୨ ବାଇକ ମଧ୍ୟରେ ଦୁର୍ଘଟଣା ଘଟି ୨ ବାଇକରେ ଥିବା ୩ ଗୁରୁତର ହୋଇଛନ୍ତି । ସୂଚନା ମୁତାବକ ଡେରାସିଂ ଗ୍ରାମର ୨ଜଣ ଗୋଟିଏ ବାଇକରେ ଆସୁଥିବା ବେଳେ ଅନ୍ୟ ଏକ ବାଇକରେ ଦୁଦୁକାଟେଣୀ ଗ୍ରାମର ଜଣେ ବ୍ୟକ୍ତି ଆସୁଥିଲେ । କୌଣସି କାରଣରୁ ୨ ବାଇକ ମଧ୍ୟରେ ଦୁର୍ଘଟଣା ହୋଇ ଥିବାରୁ ୩ଜଣ ଗୁରୁତର ଭାବେ ଉଦ୍ଧାର ହୋଇ ଦିନ ୨ଟା ୩୦ରେ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ |
Read More News
T & CPrivacy PolicyContact Us