Install App
sushantpattnayak1983
This browser does not support the video element.
ଛତ୍ରପୁର: ହୁମା ଓ ଝାଡ଼କୁଦା ମଧ୍ୟରେ ଥିବା ଦଷ୍ଟିଙ୍ଗ ନିକଟରେ ସିରିଜ ଦୁର୍ଘଟଣା, ଟ୍ରକକୁ ପିଟିଲା ପିକଅପ, ବସ୍କୁ ପିଟିଲା ଟ୍ରକ
Chhatrapur, Ganjam | Aug 26, 2025
ହୁମା ଓ ଝାଡ଼କୁଦା ମଧ୍ୟରେ ଥିବା ଦଷ୍ଟିଙ୍ଗ ନିକଟ ୧୬ ନଂ ଜାତୀୟ ରାଜପଥଠାରେ ମଙ୍ଗଳବାର ପୂର୍ବାହ୍ନରେ ସିରିଜ ଦୁର୍ଘଟଣା ଘଟିଥିଲା l ମଂଗଳବାର ପୂର୍ବାହ୍ନରେ ଏଭଳି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଏହି ସିରିଜ ଦୁର୍ଘଟଣାରେ ବସ ଡ୍ରାଇଭର ଗୁରୁତର ଥିବାବେଳେ ଗାଡିର ଅନ୍ୟ ଦୁଇରୁ ତିନି ସାମାନ୍ୟ ଆହତ ହୋଇଥିବା ସୂଚନା।
Share
Read More News
T & C
Privacy Policy
Contact Us
Your browser does not support JavaScript!