Download Now Banner

This browser does not support the video element.

ଅନୁଗୋଳ: ପିଟିସି ସ୍ଥିତ ଓୟାର ହାଉସ ଠାରେ ଥିବା ଇଭିଏମ ଓ ଭିଭିପାର୍ଟ ଗୁଡିକ ଯାଞ୍ଜ କଲେ ଅନୁଗୋଳ ଜିଲ୍ଲାପାଳ

Anugul, Angul | Aug 29, 2024
ନାଲକୋ ପିଟିସି ସ୍ଥିତ ଓୟାର ହାଉସ ଠାରେ ଥିବା ଇଭିଏମ ଓ ଭିଭିପାର୍ଟ ଗୁଡିକ ଗୁରୁବାର ପୂର୍ବାହ୍ନରେ ଯାଞ୍ଜ କଲେ ଅନୁଗୋଳ ଜିଲ୍ଲାପାଳ ମହମଦ ଅବଦଲ ଅଖତର l ସୂଚନାଯୋଗ୍ୟ, ନିର୍ବାଚନରେ ବ୍ୟବହାର ହୋଇଥିବା ଇଭିଏମ ଗୁଡିକ ଗଣତି ପରେ ଏଠାରେ ସୁରକ୍ଷିତ ଭାବେ ରଖାଯାଇଛି l ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀର ଇଭିଏମ ଗୁଡିକ ରହିଥିବା ଜଣାପଡିଛି l ଜିଲ୍ଲାପାଳ ଶ୍ରୀ ଅଖତର ପ୍ରତ୍ୟେକ ମାସରେ ସେଠାକୁ ଯାଇ ଯାଞ୍ଚ କରିବା ସହିତ ବୁଲି ଦେଖିଥିଲେ l
Read More News
T & CPrivacy PolicyContact Us