Download Now Banner

This browser does not support the video element.

ଓରିଏଣ୍ଟ: ଝାରସୁଗୁଡା ହାଉସିଂ ବୋର୍ଡ କଲୋନୀ ଠାରେ ଆୟୋଜିତ ହେଉଥିବା ଶ୍ରୀ ଗଣେଶ ପୂଜାରେ ଅଂଶଗ୍ରହଣ କଲେ ଝାରସୁଗୁଡା ବିଧାୟକ

Orient, Jharsuguda | Aug 30, 2025
ଝାରସୁଗୁଡା ଗ୍ରାମୀଣ ମଣ୍ଡଳ ଅନ୍ତର୍ଗତ ହାଉସିଂ ବୋର୍ଡ କଲୋନୀ ଠାରେ ଆୟୋଜିତ ହେଉଥିବା ଶ୍ରୀ ଗଣେଶ ପୂଜାରେ ଅଂଶଗ୍ରହଣ କଲେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ। ତେବେ ଝାରସୁଗୁଡା ବିଧାୟକ ପହଁଚିବା ପରେ ପୂଜା କମିଟି ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ତେବେ ଆଜି ସନ୍ଧ୍ୟା ସାଢ଼େ ସାତଟା ସମୟରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ହାଉସିଂ ବୋର୍ଡ କଲୋନୀ ଗସ୍ତକରି ଭଗବାନ ଶ୍ରୀ ଗଣେଶଙ୍କ ଆଳତି କରିବା ସହିତ ପୂଜାର୍ଚ୍ଚନା କରିଥିଲେ। ଏହା ସହିତ ସମସ୍ତଙ୍କୁ ନୂଆଁଖାଇର ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ।
Read More News
T & CPrivacy PolicyContact Us