Download Now Banner

This browser does not support the video element.

ଜଗତସିଂହପୁର: ଅଳକା କଲେଜ ପରିଦର୍ଶନ କଲେ ତିର୍ତ୍ତୋଲ ବିଧାୟକ ଡ଼ ରମାକାନ୍ତ ଭୋଇ

Jagatsinghapur, Jagatsinghpur | Aug 26, 2025
ଅଳକା କଲେଜ ପରିଦର୍ଶନ କଲେ ତୀର୍ତ୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ । ପରିଦର୍ଶନ କରିବା ସହ କଲେଜର ବିଭିନ୍ନ ସମସ୍ୟା ସମ୍ପର୍କରେ କଲେଜ ପରିଚାଳନା କମିଟି ସହ କଲେ ଆଲୋଚନା । ଆଜି ଦିନ ୩ ଟା ସମୟରେ ବିଧାୟକ ଡ଼ଃ ରମାକାନ୍ତ ଭୋଇ ବିରିଡି ବ୍ଲକ ଅନ୍ତର୍ଗତ ଅଳକା କଲେଜ ପରିଦର୍ଶନ କରିଥିଲେ । ପରେ କଲେଜର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହେଲା ପରେ ସମସ୍ୟାର ସମାଧାନ ନିମନ୍ତେ କଲେଜ କତ୍ତୃପକ୍ଷ ଓ ପରିଚାଳନା କମିଟି ସହ ଆଲୋଚନା କରିଥିଲେ ।ଏବଂ ଯଥାଶୀଘ୍ର ଏହି ସମସ୍ୟା ଦୂର କରାଯିବ ବୋଲି ବିଧାୟକ ସୂଚନା ଦେଇଛନ୍ତି
Read More News
T & CPrivacy PolicyContact Us