This browser does not support the video element.
ଜଗତସିଂହପୁର: ଆସନ୍ତାକାଲି ଜିଲ୍ଲାରେ ବର୍ଷା, ପବନ ସହିତ ବିଜୁଳି ମାରିବା ନେଇ ୟେଲୋ ୱାର୍ଣ୍ଣିଂ ଜାରି
Jagatsinghapur, Jagatsinghpur | Aug 24, 2025
ଆସନ୍ତା 25ତାରିଖ ରେ ଜଗତସିଂହପୁର ଜିଲ୍ଲା ରେ ବର୍ଷା ପବନ ସହିତ ବିଜୁଳି ଘଡଘଡି ମାରିବାକୁ ଦୃଷ୍ଟି ରେ ରଖି ଜିଲ୍ଲା କୁ ୟଲୋ ୱାର୍ଣ୍ଣି ଜାରିକଲା ଆଞ୍ଚଳିକ ପାଣିପାଗ ବିଭାଗ l ସୂଚନା ମୁତାବକ ଆସନ୍ତା 25ତାରିଖ ରେ ଜଗତସିଂହପୁର ଜିଲ୍ଲା ରେ ବର୍ଷା ଓ 30ରୁ 40 କିମି ବେଗରେ ପବନ ସହିତ ବିଜୁଳି ଘଡଘଡି ମାରିବାକୁ ଦୃଷ୍ଟି ରେ ରଖି ଜିଲ୍ଲା କୁ ୟଲୋ ୱାର୍ଣ୍ଣି ଜାରିକଲା ଆଞ୍ଚଳିକ ପାଣିପାଗ ବିଭାଗ l