This browser does not support the video element.
ଯୋଡା: ଚମ୍ପୁଆ : ସାପ୍ ଚାମ୍ପିଆନ ସିପରେ ଓଡ଼ିଆ ଝିଅଙ୍କ ଚମକ, କ୍ଯାମ୍ପ୍ ହଟିଂ ଠାରେ ସମ୍ବର୍ଦ୍ଧନା ସହ ଖୁସିର ମହଲ
Joda, Kendujhar | Apr 29, 2024
ଓଡିଶାର ସମୃଦ୍ଧିଶାଳୀ ମହିଳା ଫୁଟବଲ ଇତିହାସରେ ଆଉ ଏକ ଅଧ୍ୟୟ ଯୋଡିଛନ୍ତି କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ୍ ର କ୍ଯାମ୍ପ୍ ହଟିଂର ରୁପଶ୍ରୀ ମୁଣ୍ଡା ।୧୪ ବର୍ଷିଆ ଫୁଟବଲ ଖେଳାଳିଙ୍କ ମହକ ବିଦେଶରେ ଫୁଟି ଉଠିଛି । ରାଷ୍ଟିୟ ସାପ୍ ଚାମ୍ପିଆ ନସିପରେ ଚମକ ଦେଖାଇଓଡ଼ିଶା ମହିଳା ଫୁଟବଲ ର ଉଜ୍ଜଳ ଆଣିଛନ୍ତି ରୁପଶ୍ରୀ । ଏ ନେଇ ଆଜି ଅପରାହ୍ନ ୨ ଘଟିକାରେ କ୍ଯାମ୍ପ ହଟିଂ ଠାରେ ଗ୍ରାମବାସୀଙ୍କ ସମ୍ବର୍ଦ୍ଧନା ସହ ଖୁସିର ଲହର ଖେଳିଯାଇଛି ।