Download Now Banner

This browser does not support the video element.

ଧର୍ମଶାଳା: ଚଢ଼େଇଧରା କଲେଜ ଛକ ନିକଟରେ ଟ୍ରକ ଦୁର୍ଘଟଣାରେ ବାଇକ ଆରୋହି ମୃତ

Dharmasala, Jajpur | Oct 10, 2025
ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଯୁବକ ଜଣକ ଛତିଆ ଚମ୍ପାପୁର ଗ୍ରାମର ଅଲେଖ ଦଳାଇ ଓରଫ (ପପୁ) ବୋଲି ସୂଚନା ମିଳିଛି । ସେ ଏକ ଘରୋଇ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ବେଳେ ବନ୍ଧୁ ଘର ଆସି କାର୍ଯ୍ୟ ସାରି ଫେରୁଥିବା ବେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହିତ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।
Read More News
T & CPrivacy PolicyContact Us