Install App
amani117
This browser does not support the video element.
ଢେଙ୍କାନାଳ ସଦର: ଭାଗିରଥି ସାଗର କାର୍ଯ୍ୟ ଅଧପାନ୍ତରିଆ,ଜିମ୍ ଓ ରାସ୍ତା ମରାମତି, ପୋଖରୀ ସୁରକ୍ଷା ସମିତର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରତିକ୍ରିୟାରେ ଦାବି
Dhenkanal Sadar, Dhenkanal | Aug 26, 2025
ଢେଙ୍କାନାଳ କୋଟି କୋଟି ଅର୍ଥ ବ୍ୟୟରେ ଜିଲ୍ଲାର ଐତିହାସିକ ପୋଖରୀ ଭାଗିରଥି ସାଗରର ପଙ୍କୋଦ୍ଧାର କାର୍ଯ୍ୟ ହୋଇଛି l ପଙ୍କ ମାଟି ଯାହା କିଛି ବାହାର କରାଯାଇ ଆଉ କିଛି ହୁଡ଼ାର ଭିତର ପାଖରେ ଆଉଜାଇ ଦେଲେ l ଏହାଦ୍ୱାରା ପୋଖରୀର ଚତୁର୍ପାଶ୍ୱ କିଛି ଅଂଶ ପୋତି ହୋଇଗଲା l ଭାଗିରଥି ସାଗର ଚତୁର୍ପାଶ୍ୱରେ ସିସିଟିଭି କ୍ୟାମେରା ଲଗାଯିବା, ରାସ୍ତା ମରାମତି କରିବା, ଖୋଲା ଜିମ୍ ଗୁଡିକ ମରାମତି କରି ସଫା ସୁତୁରା ରଖିବା ପାଇଁ ପୋଖରୀ ସୁରକ୍ଷା ସମିତି ଦାବି କରିଛି l ଏବଂ ମଙ୍ଗଳବାର ଦିନ ଅପରାହ୍ନ ୪ଟା ୩୦ରେ ପ୍ରତିକ୍ରିୟାରେ ଦାବି କରିଛନ୍ତି ।
Share
Read More News
T & C
Privacy Policy
Contact Us
Your browser does not support JavaScript!