Download Now Banner

This browser does not support the video element.

ବରଗଡ: ଧାନ ପଞ୍ଜିକରଣ ଅବଧି ବଢ଼ାଇବା ଦାବିରେ DRCS ଅଫିସରେ ତାଲା ପକାଇ ଧାରଣାରେ ବସିଲେ ଚାଷୀ

Bargarh, Bargarh (Baragarh) | Sep 1, 2025
ବରଗଡ଼ DRCS କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ମଧ୍ୟାହ୍ନ 12 ଘଣ୍ଟା ସମୟରେ ଧାରଣାରେ ବସିଲେ ଚାଷୀ | ଧାନ ପଞ୍ଜିକରଣ ଅବଧି ବଢାଇବା ପାଇଁ ଜିଲ୍ଲା ପ୍ରଶାସନ ତଥା ସରକାରଙ୍କୁ ବାରମ୍ବାର ଚାଷୀ ଦାବି କରୁଥିଲେ ମଧ୍ୟ କୌଣସି ସମାଧାନ ନ ହେବାରୁ ଆଜି ଚାଷୀ DRCS କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି | ବହୁ ଚାଷୀ ଧାନ ପଞ୍ଜିକରଣରୁ ବାଦ ପଡ଼ିଥିବା ବେଳେ ସମସ୍ତ ଚାଷୀଙ୍କ ପଞ୍ଜିକରଣ କରାଯାଉ ବୋଲି ଦାବି କରାଯାଇଛି | ଦାବି ପୂରଣ ନ ହେଲେ ଆଗାମୀ ଦିନରେ ବିରାଟ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି |
Read More News
T & CPrivacy PolicyContact Us